Branch 'f12-tx' - po/or.po

Transifex System User transif at fedoraproject.org
Mon Dec 21 14:07:03 UTC 2009


 po/or.po |   59 ++++++++++++++++++++++++++++++++++++++++++++++++++++++++++-
 1 file changed, 58 insertions(+), 1 deletion(-)

New commits:
commit ff134ab6e21115ff332251be0c837ec7a32ff3a0
Author: mgiri <mgiri at fedoraproject.org>
Date:   Mon Dec 21 14:06:24 2009 +0000

    Sending translation for Oriya

diff --git a/po/or.po b/po/or.po
index 518368f..41f2364 100644
--- a/po/or.po
+++ b/po/or.po
@@ -7,7 +7,7 @@ msgstr ""
 "Project-Id-Version: docs-install-guide.f12-tx.or\n"
 "Report-Msgid-Bugs-To: http://bugs.kde.org\n"
 "POT-Creation-Date: 2009-09-30 11:04+0000\n"
-"PO-Revision-Date: 2009-12-17 17:26+0530\n"
+"PO-Revision-Date: 2009-12-21 19:34+0530\n"
 "Last-Translator: Manoj Kumar Giri <mgiri at redhat.com>\n"
 "Language-Team: Oriya <oriya-it at googlegroups.com>\n"
 "MIME-Version: 1.0\n"
@@ -34,6 +34,7 @@ msgstr ""
 "\n"
 "\n"
 "\n"
+"\n"
 
 #. Tag: para
 #: Account_Configuration_common-para-6.xml:8
@@ -2055,6 +2056,10 @@ msgid ""
 "memory of a computer before you install Fedora for the first time, even if "
 "it has previously run other operating systems."
 msgstr ""
+"ସ୍ମୃତି ଏକକାଂଶଗୁଡ଼ିକରେ ତ୍ରୁଟି ଆପଣଙ୍କ ତନ୍ତ୍ରକୁ ଅପ୍ରତ୍ୟାଶିତ ଭାବରେ ସ୍ଥିର ଅଥବା ନଷ୍ଟ କରିଦେଇପାରେ। "
+"କିଛି କ୍ଷେତ୍ରରେ, ସ୍ମୃତିରେ ତ୍ରୁଟି କିଛି ନିର୍ଦ୍ଦିଷ୍ଟ ସଫ୍ଟୱେର ଯୁଗଳରେ ତ୍ରୁଟି ଘଟାଇଥାଏ। ଏହି କାରଣରୁ, ଆପଣଙ୍କୁ "
+"କମ୍ପୁଟରରେ ପ୍ରଥମ ଥର Fedora ସ୍ଥାପନ କରିବା ପୂର୍ବରୁ ସ୍ମୃତିକୁ ଯାଞ୍ଚ କରିବା ଉଚିତ, ଯଦିଚ ଏଥିରେ ପୂର୍ବରୁ "
+"ଅନ୍ୟ ପ୍ରଚାଳନ ତନ୍ତ୍ରକୁ ଚଲାଇଅଛି।"
 
 #. Tag: para
 #: adminoptions.xml:776
@@ -2185,6 +2190,10 @@ msgid ""
 "utilities and functions of a running Linux system to modify or repair "
 "systems that are already installed on your computer."
 msgstr ""
+"ଆପଣ ଗୋଟିଏ ନିର୍ଦ୍ଦେଶ-ନାମା Linux ତନ୍ତ୍ରକୁ <indexterm> <primary>rescue discs</primary> "
+"</indexterm> ରୁ ପୁନରୁଦ୍ଧାର ଡିସ୍କ ଅଥବା ସ୍ଥାପନ ଡିସ୍କରୁ, କମ୍ପୁଟରରୁ Fedora ସ୍ଥାପନ ନକରି ବୁଟ କରିପାରିବେ। "
+"ଯାହା ଫଳରେ ଆପଣ ଆପଣଙ୍କ କମ୍ପୁଟରରେ ପୂର୍ବରୁ ସ୍ଥାପିତ ପ୍ରଚାଳନ ତନ୍ତ୍ରକୁ ପରିବର୍ତ୍ତନ କିମ୍ବା ସଜାଡ଼ିବା ପାଇଁ, "
+"ଏହା ଆପଣଙ୍କୁ ଗୋଟିଏ ଚାଲୁଥିବା Linux ତନ୍ତ୍ରର ଉପଯୋଗିତା ଏବଂ ଫଳନକୁ ବ୍ୟବହାରଲକରିବା ପାଇଁ ସକ୍ରିୟ କରିଥାଏ ।"
 
 #. Tag: para
 #: adminoptions.xml:842
@@ -2194,6 +2203,9 @@ msgid ""
 "system with the installation disc, choose <guimenuitem>Rescue installed "
 "system</guimenuitem> from the boot menu."
 msgstr ""
+"ପୁନରୁଦ୍ଧାର ଡିସ୍କ ସୁରକ୍ଷା ଧାରାକୁ ପୂର୍ବନିର୍ଦ୍ଧାରିତ ଭାବରେ ଆରମ୍ଭ କରିଥାଏ। ସ୍ଥାପନ ଡିସ୍କ ସହିତ "
+"ସୁରକ୍ଷା ତନ୍ତ୍ରକୁ ଧାରଣ କରିବା ପାଇଁ, ବୁଟ ତାଲିକାରୁ <guimenuitem>Rescue installed "
+"system</guimenuitem> କୁ ବାଛନ୍ତୁ।"
 
 #. Tag: para
 #: adminoptions.xml:848
@@ -2266,6 +2278,8 @@ msgid ""
 "question. The following tips may help you decide how to allocate your disk "
 "space."
 msgstr ""
+"ଇଷ୍ଟତମ ବିଭାଜନ ବ୍ୟବସ୍ଥା ପ୍ରଶ୍ନରେ Linux ତନ୍ତ୍ରର ବ୍ୟବହାର ଉପରେ ନିର୍ଭର କରିଥାଏ। ନିମ୍ନଲିଖିତ ସୂଚନାଗୁଡ଼ିକ "
+"କିପରି ଡିସ୍କ ସ୍ଥାନ ବଣ୍ଟନ କରିବାକୁ ହେବ ନିର୍ଦ୍ଧାରଣ କରିବାରେ ଆପଣଙ୍କୁ ସହାୟତା କରିପାରେ।"
 
 #. Tag: para
 #: Advice_on_Partitions.xml:14
@@ -2276,6 +2290,10 @@ msgid ""
 "volume group. With a separate <filename>/home</filename> partition, you may "
 "upgrade or reinstall Fedora without erasing user data files."
 msgstr ""
+"ଯଦି ଆପଣ ଆଶା କରନ୍ତି ଯେ ଆପଣ ଅଥବା ଅନ୍ୟ ଚାଳକମାନେ ତନ୍ତ୍ରରେ ତଥ୍ୟ ସଂରକ୍ଷଣ କରିବେ, ତେବେ "
+"<filename>/home</filename> ଡିରେକ୍ଟୋରୀ ପାଇଁ ଗୋଟିଏ ଭଲ୍ୟୁମ ଶ୍ରେଣୀରେ ଭିନ୍ନ ଏକ"
+"ବିଭାଜନ ସୃଷ୍ଟି କରନ୍ତୁ। ଏକ ପୃଥକ <filename>/home</filename> ବିଭାଜନରେ, ଆପଣ Fedoraକୁ "
+"ଚାଳକ ତଥ୍ୟ ଫାଇଲଗୁଡ଼ିକୁ ଲିଭାଇ ଉନ୍ନୟନ ଅଥବା ପୁନଃସ୍ଥାପନ କରିପାରିବେ।"
 
 #. Tag: para
 #: Advice_on_Partitions.xml:23
@@ -2339,6 +2357,11 @@ msgid ""
 "software developer or plan to use your Fedora system to learn software "
 "development skills, you may want to at least double this allocation."
 msgstr ""
+"<filename class=\"directory\">/usr</filename> ଡିରେକ୍ଟୋରୀ ପ୍ରମୂଖ ସଫ୍ଟୱେର "
+"ବିଷୟବସ୍ତୁକୁ Fedora ତନ୍ତ୍ରରେ ଧାରଣ କରିଥାଏ। ପୂର୍ବନିର୍ଦ୍ଧାରିତ ସଫ୍ଟୱେର ସେଟର ସ୍ଥାପନ ପାଇଁ, "
+"ଅତିକମରେ 4 GB ସ୍ଥାନ ବଣ୍ଟନ କରନ୍ତୁ। ଯଦି ଆପଣ ଜଣେ ସଫ୍ଟୱେର ବିକାଶକାରୀ ଅଥବା ସଫ୍ଟୱେର "
+"ବିକାଶ ଜ୍ଞାନ ବୃଦ୍ଧି ପାଇଁ ଆପଣଙ୍କର Fedora ତନ୍ତ୍ରକୁ ବ୍ୟବହାର କରିବା ପାଇଁ ଯୋଜନା କରୁଛନ୍ତି ତେବେ, "
+"ଏହି ବଣ୍ଟନକୁ ଆପଣଙ୍କୁ ଅତିକମରେ ଦୁଇଗୁଣା କରିବାକୁ ଆବଶ୍ୟକ ହୋଇପାରେ।"
 
 #. Tag: title
 #: Advice_on_Partitions.xml:59
@@ -2371,6 +2394,10 @@ msgid ""
 "change but you do not wish to remove data from other partitions to "
 "reallocate storage."
 msgstr ""
+"ଏହି ସ୍ଥାନର କିଛି ଅଂଶକୁ LVM ଭଲ୍ୟୁମ ଶ୍ରେଣୀରେ ଅବଣ୍ଟିତ ରଖିବାକୁ ଚେଷ୍ଟାକରନ୍ତୁ।"
+"ଏହି ଅବଣ୍ଟିତ ସ୍ଥାନ ଆପଣଙ୍କୁ ନମ୍ରତା ପ୍ରଦାନ କରିଥାଏ ଯଦି ଆପଣଙ୍କର ସ୍ଥାନ ଆବଶ୍ୟକତା "
+"ପରିବର୍ତ୍ତନ ହୋଇଥାଏ କିନ୍ତୁ ଆପଣ ଅନ୍ୟ ବିଭାଜନରୁ ପୁନଃବଣ୍ଟନ କରିବାକୁ ତଥ୍ୟ କାଢ଼ିବା ପାଇଁ "
+"ଇଚ୍ଛା କରନ୍ତି ନାହିଁ।"
 
 #. Tag: para
 #: Advice_on_Partitions.xml:71
@@ -2383,6 +2410,11 @@ msgid ""
 "var/lib/mysql</filename>, make a separate partition for that directory in "
 "case you need to reinstall later."
 msgstr ""
+"ଯଦି ଆପଣ ଉପଡିରେକ୍ଟୋରୀଗୁଡ଼ିକୁ ବିଭାଜନରେ ପୃଥକ କରନ୍ତି, ତେବେ ଆପଣ ସେହି ଉପଡିରେକ୍ଟୋରୀରେ "
+"ବିଷୟବସ୍ତୁଗୁଡ଼ିକୁ ରଖିପାରିବେ ଯଦି ଆପଣ ପ୍ରଚଳିତ ତନ୍ତ୍ର ଉପରେ Fedora ର ନୂତନ ସଂସ୍କରଣକୁ ସ୍ଥାପନ କରିବେ "
+"ବୋଲି ସିଦ୍ଧାନ୍ତ କରିଛନ୍ତି। ଉଦାହରଣ ସ୍ୱରୂପ, ଯଦି ଆପଣ <application>MySQL</application> ତଥ୍ୟାଧାରକୁ "
+"<filename class=\"directory\">/var/lib/mysql</filename> ରେ ଚଲାଇବା ପାଇଁ ଚାହାନ୍ତି, ତେବେ "
+"ସେହି ଡିରେକ୍ଟୋରୀ ପାଇଁ ଗୋଟିଏ ପୃଥକ ବିଭାଜନ ତିଆରି କରନ୍ତୁ ଯଦି ଆପଣ ପରେ ପୁନଃସ୍ଥାପନ କରିବା ପାଇଁ ଆବଶ୍ୟକ ନକରନ୍ତି।"
 
 #. Tag: para
 #: Advice_on_Partitions.xml:81
@@ -2617,6 +2649,8 @@ msgid ""
 "Furthermore, advanced options such as LVM, encrypted filesystems, and "
 "resizable filesystems are available only in graphical mode and kickstart."
 msgstr ""
+"ଏଥୁ ଅନ୍ତେ, LVM, ସଂଗୁପ୍ତ ଫାଇଲତନ୍ତ୍ର, ଏବଂ ଆକାର ପରିବର୍ତ୍ତନଶୀଳ ଫାଇଲତନ୍ତ୍ରଗୁଡ଼ିକ ପରି ଉନ୍ନତ ବିକଳ୍ପଗୁଡ଼ିକ "
+"ଆଲେଖୀକ ଧାରା ଏବଂ କିକଷ୍ଟାର୍ଟ ପଦ୍ଧତିରେ ଉପଲବ୍ଧ ହୋଇଥାଏ।"
 
 #. Tag: para
 #: Automatic_Partitioning_common-para-1.xml:8
@@ -2784,6 +2818,9 @@ msgid ""
 "full directory path from the drive that contains the ISO image files. The "
 "following table shows some examples of how to enter this information:"
 msgstr ""
+"<guilabel>Directory holding images</guilabel> କୁ ମଧ୍ଯ ଉଲ୍ଲେଖ କରନ୍ତୁ। ସମ୍ପୂର୍ଣ୍ଣ ଡିରେକ୍ଚୋରୀ ପଥକୁ "
+"ଡ୍ରାଇଭରୁ ଭରଣ କରନ୍ତୁ ଯାହାକି ISO ପ୍ରତିଛବି ଫାଇଲଗୁଡ଼ିକୁ ଧାରଣ କରିଥାଏ। ନିମ୍ନଲିଖିତ ସାରଣୀଗୁଡ଼ିକରେ ଏହି ସୂଚନାକୁ କିପରି "
+"ଭରଣ କରିବାକୁ ହେବ ତାହା ଦର୍ଶାଯାଇଥାଏ:"
 
 #. Tag: para
 #: Beginning_Installation_Hard_Disk_common-para-11.xml:5
@@ -2826,6 +2863,13 @@ msgid ""
 "images are in <filename>/home/new/</filename>, you would enter <filename>/"
 "new/</filename>."
 msgstr ""
+"ଯଦି ISO ପ୍ରତିଛବିଗୁଡ଼ିକ ବିଭାଜନର root (ଉପର-ସ୍ତର) ଡିରେକ୍ଟୋରୀରେ ଥାଏ, ତେବେ"
+"ଗୋଟିଏ <filename>/</filename> କୁ ଭରଣ କରନ୍ତୁ। ଯଦି ସେହି ISO ପ୍ରତିଛବିଗୁଡ଼ିକ "
+"ସ୍ଥାପିତ ବିଭାଜନର ଉପ-ଡିରେକ୍ଟୋରୀରେ ଅବସ୍ଥିତ, ତେବେ ISO ପ୍ରତିଛବିଗୁଡ଼ିକୁ ଧାରଣ କରିଥିବା "
+"ଡିରେକ୍ଟୋରୀଗୁଡ଼ିକୁ ଭରଣ କରନ୍ତୁ। ଉଦାହରଣ ସ୍ୱରୂପ, ଯଦି ISO ପ୍ରତିଛବିଗୁଡ଼ିକ ସାଧାରଣତଃ "
+"<filename>/home/</filename> ରେ ସ୍ଥାପିତ ହୋଇଥାଏ, ଏବଂ ପ୍ରତିଛବିଗୁଡ଼ିକ "
+"<filename>/home/new/</filename> ରେ ଥାଏ, ତେବେ ଆପଣ <filename>/"
+"new/</filename> କୁ ଭରଣ କରିପାରିବେ।"
 
 #. Tag: para
 #: Beginning_Installation_Hard_Disk_common-para-5.xml:5
@@ -2865,6 +2909,10 @@ msgid ""
 "partition's file system under Linux, use the <command>fdisk</command> "
 "utility."
 msgstr ""
+"ଆପଣ ହାର୍ଡ ଡ୍ରାଇଭରୁ ସ୍ଥାପନ ଆରମ୍ଭ କରିବା ପୂର୍ବରୁ, ବିଭାଜନ ପ୍ରକାରକୁ ଯାଞ୍ଚ କରନ୍ତୁ ଯେ Fedora ଏହାକୁ ପଢ଼ିପାରିବ ନାହିଁ। "
+"ବିଭାଜନର ଫାଇଲତନ୍ତ୍ରକୁ Windows ଅନ୍ତର୍ଗତରେ ଯାଞ୍ଚ କରିବା ପାଇଁ, <application>Disk Management</application> "
+"ସାଧନକୁ ବ୍ୟବହାର କରନ୍ତୁ। ଗୋଟିଏ ବିଭାଜନର ଫାଇଲତନ୍ତ୍ରକୁ Linux ଅନ୍ତର୍ଗତରେ ଯାଞ୍ଚ କରିବା ପାଇଁ, <command>fdisk</command> "
+"ଉପଯୋଗିତାକୁ ବ୍ୟବହାର କରନ୍ତୁ।"
 
 #. Tag: para
 #: Beginning_Installation_Hard_Disk_common-para-9.xml:5
@@ -2876,6 +2924,10 @@ msgid ""
 "example <filename>/dev/sda</filename>. Each partition on a drive is "
 "numbered, for example <filename>/dev/sda1</filename>."
 msgstr ""
+"ଉପଲବ୍ଧ ବିଭାଜନ ତାଲିକାରୁ ISO ଫାଇଲଗୁଡ଼ିକୁ ଧାରଣ କରିଥିବା ବିଭାଜନକୁ ବାଛନ୍ତୁ। ଆଭ୍ୟନ୍ତରୀଣ IDE, SATA, "
+"SCSI, ଏବଂ USB ଡ୍ରାଇଭ ଉପକରଣ ନାମଗୁଡ଼ିକ <filename>/dev/sd</filename> ରୁ ଆରମ୍ଭ ହୋଇଥାଏ। "
+"ପ୍ରତ୍ୟେକ ବ୍ୟକ୍ତିଗତ ଡ୍ରାଇଭରେ ତାହାର ନିଜର ଅକ୍ଷର ଥାଏ।, ଉଦାହରଣ ସ୍ୱରୂପ <filename>/dev/sda</filename>। "
+"ଡ୍ରାଇଭର ପ୍ରତ୍ୟେକ ବିଭାଜନରେ କ୍ରମ ସଂଖ୍ୟା ଥାଏ, ଉଦାହରଣ ସ୍ୱରୂପ <filename>/dev/sda1</filename>।"
 
 #. Tag: screen
 #: Beginning_Installation_Hard_Disk_common-screen-1.xml:5
@@ -3066,6 +3118,11 @@ msgid ""
 "can also instruct the installation program to consult additional software "
 "repositories later in the process."
 msgstr ""
+"ସ୍ଥାପନ ପ୍ରଗ୍ରାମଟି ନେଟୱର୍କ-ପରିଚିତ ଏବଂ କିଛି ଫଳନ ପାଇଁ ନେଟୱର୍କ ବିନ୍ୟାସକୁ ବ୍ୟବହାର କରିପାରିବ। "
+"ଉଦାହରଣ ସ୍ୱରୂପ, ଯଦି ଆପଣ <literal>askmethod</literal> ଅଥବା <literal>repo=</literal> "
+"ବିକଳ୍ପ ସହିତ ସ୍ଥାପକକୁ ବୁଟ କରନ୍ତି, ତେବେ ଆପଣ ନେଟୱର୍କ ସର୍ଭରରୁ FTP, HTTP, କିମ୍ବା NFS ପ୍ରଟୋକଲ ବ୍ୟବହାର "
+"କରି Fedora ସ୍ଥାପନ କରିପାରିବେ। ଆପଣ ସ୍ଥାପନ ପ୍ରଗ୍ରାମକୁ ମଧ୍ଯ ଚାଲୁଥିବା ଅତିରିକ୍ତ ସଫ୍ଟୱେର ସଂଗ୍ରହାଳୟଗୁଡ଼ିକୁ "
+"ପରେ ନିର୍ଦ୍ଦେଶ ଦେଇପାରିବେ।"
 
 #. Tag: para
 #: Beginning_Installation_Network_x86_ppc-para-4.xml:5





More information about the Fedora-docs-commits mailing list